• Tue. Dec 17th, 2024

ବଡ଼ି ଗ୍ୟାରେଜରୁ ଶାଳକାଠ ଜବତ କଲା ତାଳଚେର ବନବିଭାଗ

ତାଳଚେର : ଶିଳ୍ପନଗରୀ ତାଳଚେର ସହର ମଧ୍ୟରେ ବନବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ୫ଶହ ମିଟର ଦୂରରେ ହାଟତୋଟା ମୁଖ୍ୟ ରାସ୍ତା କଡ଼ରେ ରହିଥିବା ଟ୍ରେନ ବଡ଼ି ଗ୍ୟାରେଜରେ ବନବିଭାଗ ପକ୍ଷରୁ ଆତର୍କିତ ଚଢ଼ାଉ କରି ସେଠାରୁ ବ୍ୟାପକ ପରିମାଣରେ ଶାଳପଟ୍ଟା…

ଚୈତ୍ର ମାସ ତୃତୀୟ ମଙ୍ଗଳବାର ଥିବାରୁ ମା ମଙ୍ଗଳାଙ୍କର ବିଶେଷ ପୂଜା

ଢେଙ୍କାନାଳ ଭାଗିରଥୀ ସାଗର କୂଳ ସ୍ଥିତ ମା ମଙ୍ଗଳାଙ୍କ ପିଠରେ ମା’ଙ୍କ ଚୈତ୍ରମାସର ତୃତୀୟ ମଙ୍ଗଳବାର ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ଫୁଲହାରରେ ସୁସଜ୍ଜିତ କରାଯାଇଥିଲା ବିଭିନ୍ନ ଭୋଗ ଲାଗି କରାଯାଇଥିଲା।…

ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ 20ତମ ଲୋକ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ତାଳଚେର:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ 20ତମ ଲୋକ ମହୋତ୍ସବ ନିମନ୍ତେ ଦ୍ୱତୀୟ ପ୍ରାକ୍-ପ୍ରସ୍ତୁତି ବୈଠକ ଗୁରୁବାର ଦିନ 3:30 ସମୟରେ ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ତାଳଚେର…

ଆଜି ହେଉଛି ବରା ଦିବସ

ଆଜି ବରା ଦିବସ ଉପଲକ୍ଷେ ଢେଙ୍କାନାଳ ପ୍ରସିଦ୍ଧ ବରା ଦୋକାନ ରେ ଗ୍ରାହକମାନଙ୍କ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ‌। କଳାବିରି ଚାଉଳ ରେ ପ୍ରସ୍ତୁତ ବରା, ସେହି ବରାବେସ ଲୋକପ୍ରିୟତା ପାଇଛି। ବରା ବ୍ୟବସାୟୀ ପ୍ରକାଶ ସାହୁ ବରା ଦିବସକୁ…

ଚୈତ୍ରମାସ ରେ ମା’ ରାମଚଣ୍ଡୀ ଙ୍କ ଚଇତି ଘଟ ପରିକ୍ରମା

ଢେଙ୍କାନାଳ: ଢେଙ୍କାନାଳ ରେ ବାକୀ ଘୋଳପୁରର ମା ରାମଚଣ୍ଡୀ ଙ୍କ ମେରୁ ଯାତ୍ରାପାଇଁ ମା’ଙ୍କ ଘଟ ଦୋଳପୂର୍ଣ୍ଣିମା ଠାରୁ ଉଠାଯାଇ ମେରୁ ଯାତ୍ରା ପଯ୍ୟନ୍ତ ଢେଙ୍କାନାଳ ସହରର ଗଳିକନ୍ଦି ରେ ବୁଲାଯାଏ। ଦିର୍ଘ ୩୦ ବର୍ଷ ମା’ଙ୍କ ଘଟକୁ ଧରି କାଳେସି…

ଗଁଦିଆ ବ୍ଳକ ର ଷଡ଼ଙ୍ଗୀ ଗ୍ରାମ ରେ ବାଦପାଲା ଅନୁଷ୍ଠିତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଷଡ଼ଙ୍ଗୀ ଗ୍ରାମ ରେ ପ୍ରତି ବର୍ଷ ଭଳି ବାଦପାଲା ମହୋତ୍ସବ ଷଡ଼ଙ୍ଗୀ ଗ୍ରାମ ବାସୀ ଙ୍କ ମିଳିତ ସହଯୋଗରେ ଏପ୍ରିଲ ମାସର ଚାରି ତାରିଖ ରାତ୍ର ରୁ ଆଠ ତାରିଖ ରାତ୍ର…

ଆଠମଲ୍ଲିକ ରେ ଆଉ ସୁଭିବନି କି ଶଙ୍ଖ ର ଧ୍ଵନି?

ଆଠମଲ୍ଲିକ: •ପୁରୁଖା ନେତା ଙ୍କ ବିଜେଡି ଛାଡ଼ି ବିଜେପି ରେ ଯୋଗଦାନ ପରେ, ଆଠମଲ୍ଲିକ ରେ ଆଉ ସୁଭିବନି କି ଶଙ୍ଖ ର ଧ୍ଵନି? •ଶଙ୍ଖ ର ଗଡ଼ ରେ ଫୁଟିବ କି ପଦ୍ମ ?•ବିଜେଡି ର ଗଡ଼ କୁହା ଯାଉଥିବା…

ଦିଘି ଗ୍ରାମରେ ମା କାଳୀ ଙ୍କ ଦଣ୍ଡ ଯାତ୍ରା

ତାଳଚେର : ଦିଘି ଗ୍ରାମରେ ମା କାଳୀ ଙ୍କ ଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ବଙ୍ଗୁ ଗ୍ରାମର ପ୍ରସିଦ୍ଧ ଦଣ୍ଡ ଅନୁଷ୍ଠାନ ଦ୍ୱାରା ଦିଘି ଗ୍ରାମ୍ୟ କମିଟି ପକ୍ଷରୁ ଆୟୋଜିତ କରା ଯାଇଛି। ଏହି ଦଣ୍ଡ ଯାତ୍ରା ରେ ବିଭିନ୍ନ…

ଗଜମରା ଗ୍ରାମରେ ବାରୁଣୀ ଯାତ୍ରା

ଢେଙ୍କାନାଳ ୫/୪: ଢେଙ୍କାନାଳ ଗଜମରା ଗ୍ରାମରେ ବାରୁଣୀ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ବାରୁଣୀ ଯାତ୍ରା ରେ ଦଏଓପଡଆ,ତାଳବରକୋଟ ଓ ଗଜମରା ଗ୍ରାମର ଦୋଳବିମାନ ବିରାଟ ରୋଷଣୀ ଦ୍ବାରା ସାହି ପରିକ୍ରମା କରିଥିଲେ। ବାଜା ବାଣ ରୋଷଣୀ ଓ ଲଉଡ଼ି…

ମଙ୍ଗରଭୋଇ ଦଣ୍ଡପାଟି ୪୮ବର୍ଷଧରି ଦଣ୍ଡ ପରମ୍ପରାକୁ ନିଷ୍ଠାର ସହ ପରିବେଷଣ

ଢେଙ୍କାନାଳ ତରଭା ହଳଦିଗୁଣ୍ଡି ଗ୍ରାମ ର ମା ମଙ୍ଗରଭୋଇ ଦଣ୍ଡପାଟି ୪୮ବର୍ଷଧରି ଦଣ୍ଡ ପରମ୍ପରାକୁ ନିଷ୍ଠାର ସହ ପରିବେଷଣ। କରିଆସୁଛନ୍ତି। ମଧ୍ୟାହ୍ନ ରେ ଧୂଳିଦଣ୍ଡ, ପୁଷ୍କରିଣୀ ରେ ପାଣି ଦଣ୍ଡ ଓ ରାତ୍ରରେ ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରନ୍ତି।ଆଜି ସ୍ଥାନୀୟ…