• Thu. May 16th, 2024

ଆଠମଲ୍ଲିକ ବିଜେଡି କାର୍ଯ୍ୟାଳୟ ରେ ମିଶ୍ରଣ ପର୍ବ, ଯୋଗ ଦେଲେ ପ୍ରଣବ ପ୍ରକାଶ ଦାସ

ଆଠମଲ୍ଲିକ : ସମ୍ବଲପୁର ସଂସଦୀୟ କ୍ଷେତ୍ର ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ଆଠମଲ୍ଲିକ ବିଜୁ ଜନତା ଦଳର କାର୍ଯ୍ୟାଳୟ ରେ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି, ଏହି ମିଶ୍ରଣ ପର୍ବରେ ଆଠମଲ୍ଲିକ ବିଜୁ ଜନତା ଦଳର ବିଧାୟକ ପାର୍ଥି ନଳିନୀ…

ଉପଖଣ୍ଡ ରେଡକ୍ରସ ସୋସାଇଟ୍ ପକ୍ଷରୁ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ ।

ତାଳଚେର ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି ତାଳଚେର ଉପଖଣ୍ଡ ରେଡକ୍ରସ୍ ସୋସାଇଟ୍ ପକ୍ଷରୁ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ ହୋଇ ଯାଇଛି । ଏହି କର୍ଯ୍ୟକ୍ରମରେ ତାଳଚେର ବ୍ଲକ୍ର ବିଡ଼ିଓ ଚିନ୍ମୟୀ ଚେତନା ଦାସ ଓ ସମ୍ମାନିତ ଅତିଥି ଭାବେ ଡେପୁଟି…

ତୃତୀୟ ବାର୍ଷିକ ଦଣ୍ଡ ମହୋତ୍ସବ ପାଳିତ।

ଢେଙ୍କାନାଳ ଆନନ୍ଦ ବଜାର ରଗଡ଼ି ସାହି ଠାରେ ତୃତୀୟ ବାର୍ଷିକ ଦଣ୍ଡ ମହୋତ୍ସବ ପାଳିତ ହୋଇଯାଇଛି। ଅନୁଗୋଳ ଜିଲ୍ଲା ସୁଲେଇପାଳର ଦଣ୍ଡ କଳାକାରମାନେ ବିଭିନ୍ନ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି। ହାଡିହାଡିଆଣୀ, ଶିବ ପାର୍ବତୀ, ଯୋଗୀ ଯୋଗୀଆଣୀ, ନାବିକ, ବିଣାକାର ଆଦି…

ସ୍ବାଧୀନ ପ୍ରାର୍ଥୀ ଉତ୍ତମ ମହାନ୍ତି ଙ୍କ ନାମାଙ୍କନ ପତ୍ର ଦାଖଲ

ଢେଙ୍କାନାଳ ନିର୍ବାଚନମଣ୍ଡଳୀରେ ବିଧାନସଭା ସ୍ବାଧୀନ ପ୍ରାର୍ଥୀ ଉତ୍ତମ ମହାନ୍ତି ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ସପନ୍ କୁମାର ନନ୍ଦଙ୍କୁ ନାମାଙ୍କନ ପତ୍ର ଦାଖଲ କରିଥିଲେ

ସ୍ବାଧୀନ ପ୍ରାର୍ଥୀ ବିକାଶ ନାୟକ ଙ୍କ ନାମାଙ୍କନ ପତ୍ର ଦାଖଲ

ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବିଧାନସଭା ସ୍ବାଧୀନ ପ୍ରାର୍ଥୀ ବିକାଶ ନାୟକ ପଦଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ସପନ୍ କୁମାର ନନ୍ଦଙ୍କୁ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ସିମିନଇ ରେ ବିଶ୍ୱ ଶ୍ରମିକ ଦିବସ ପାଳନ

ଆଜି ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ସିମିନଇ ମୌଜାର ଯାତ୍ରା ପଡିଆ ନିକଟରେ ଓ.ଆଇ.ସି. ଡବ୍ଲୁ.ୟୁ. ର ରାଜ୍ୟ ସଭାପତି କମଳ କୁମାର ମିଶ୍ରଙ୍କ ଦ୍ଵାରା ବିଶ୍ୱ ଶ୍ରମିକ ଦିବସ ପାଳନ କରାଯାଇଛି । ଏହି ଶ୍ରମିକ ଦିବସ ୧୮୮୩ ମସିହା…

ଆଠମଲ୍ଲିକ ବିଜେପି ର କର୍ମୀ ସମ୍ମିଳନୀ

ଆଜି ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଅନ୍ତୁଳିଆ ମେରୁ ପଡିଆ ଠାରେ ବିଜେପି ପକ୍ଷରୁ ହଜାର ହଜାର ଲୋକଙ୍କୁ ନେଇ ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି କର୍ମୀ ସମ୍ମିଳନୀ ରେ ସlତକୋଶିଆ ଅଞ୍ଚଳ ର 9 ଗୋଟି…

ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ରେଡ୍‌କ୍ରସ୍ ଛାତ୍ରୀଙ୍କ ଦ୍ବାରା ଚଳଛତ୍ର

ଢେଙ୍କାନାଳ, ୨୩/୪: ଢେଙ୍କାନାଳ ସହରସ୍ଥିତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ରେଡ୍‌କ୍ରସ୍ ଛାତ୍ରୀ ତଥା ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀଙ୍କ ସହଯୋଗ କ୍ରମେ ‘‘ଚଳଛତ୍ର’’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଦିବସରେ ବିଦ୍ୟାଳୟର ରେଡ୍‌କ୍ରସ୍…

ବିଜୁଳି ସର୍ଟସର୍କିଟ ରୁ ୬ ପରିବାରଙ୍କ ଘର ପୋଡି ପାଉଁଶ।

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ଼ ବୁଢ଼ାପଙ୍କ ପଞ୍ଚାୟତ ର ତେନ୍ତୁଳିହତା ଗ୍ରାମରେ ବିଜୁଳି ସର୍ଟସର୍କିଟ ଯୋଗୁଁ ୬ ପରିବାରଙ୍କ ଘର ପୋଡି ପାଉଁଶ । ଗ୍ରାମ ର କ୍ଷୟକ୍ଷତି ଘଟିଥିବା ପରିବାର ଗୁଡିକ ହେଲେ ଧୀରେନ୍ ନାଏକ, ଚରଣ ନାଏକ,…

ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତ ଦାନ ଶିବିର, ୮୪ ୟୁନିଟ ରକ୍ତ ସଂଗ୍ରହ

ଅନୁଗୋଳ ସାପ୍ତାହିକ ହାଟ ନିକଟସ୍ଥ ସାଇ ବିହାର ଠାରେ ଶ୍ରୀ ସତ୍ୟ ସାଇ ସେବା ସମିତି, ଅନୁଗୋଳ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳ ରକ୍ତଭଣ୍ଡାର ଅନୁଗୋଳ ଜିଲ୍ଲା ବ୍ୟତୀତ ଦେବଗଡ, ନରସିଂହ ପୁର, ବୌଦ୍ଧ, ଢେ଼ଙ୍କାନାଳ ଓ ସମ୍ବଲପୁର…