• Mon. Dec 16th, 2024

ଓଡ଼ିଶା ଖବର

  • Home
  • ବାଜିଚୌକ କ୍ୟାବିନ୍ ସଂଘ ପକ୍ଷରୁ ପଣା ଆୟୋଜନ

ବାଜିଚୌକ କ୍ୟାବିନ୍ ସଂଘ ପକ୍ଷରୁ ପଣା ଆୟୋଜନ

ଢେଙ୍କାନାଳ, ୧୪/୪: ଢେଙ୍କାନାଳ ସହର ବାଜିଚୌକି ମା’ ବ୍ରାହ୍ମଣୀଦେଇ କେବିନ୍ ସଂଘ ତରଫରୁ ମହା ବିଷୁବସଂକ୍ରାନ୍ତି ଉପଲକ୍ଷେ ପଣାର ଆୟୋଜନ କରିଥିଲେ । ଆଜକୁ ଏହା ୧୭ ବର୍ଷ ହେବ ପଣା ଆୟୋଜନ କରାଯାଉଅଛି । ଉକ୍ତ ପଣାକୁ ପଥକମାନେ ମନଭରି…

ତାଳଚେର ଇଲେକ୍ଟ୍ରିକାଲ, ମେକାନିକାଲ, ମାଇନିଙ୍ଗ, ଏକ୍ସକାଭେସନ୍ କଣ୍ଟ୍ରାକ୍ଟର ୱେଲ ଫାୟାର ଆସୋସିଏସନ୍ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ l

ତାଳଚେର ୦୩/୦୪ ତାଳଚେର କୋଇଲାଖଣିରେ ଇଲେକ୍ଟ୍ରିକାଲ, ମେକାନିକାଲ, ମାଇନିଙ୍ଗ, ଏକ୍ସକାଭେସନ୍ କଣ୍ଟ୍ରାକ୍ଟର ୱେଲ ଫାୟାର ଆସୋସିଏସନ୍ ପକ୍ଷରୁ ଦୁଇ ଦଫା ଦାବିନେଇ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଏହି ସମ୍ମିଳନୀରେ ସଂଘର ସଭାପତି ସଂଜୟ ସିଂ, ଉପସଭାପତି ଜିତେନ୍ଦ୍ର ଦାସ୍,…

ବଡ଼ି ଗ୍ୟାରେଜରୁ ଶାଳକାଠ ଜବତ କଲା ତାଳଚେର ବନବିଭାଗ

ତାଳଚେର : ଶିଳ୍ପନଗରୀ ତାଳଚେର ସହର ମଧ୍ୟରେ ବନବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ୫ଶହ ମିଟର ଦୂରରେ ହାଟତୋଟା ମୁଖ୍ୟ ରାସ୍ତା କଡ଼ରେ ରହିଥିବା ଟ୍ରେନ ବଡ଼ି ଗ୍ୟାରେଜରେ ବନବିଭାଗ ପକ୍ଷରୁ ଆତର୍କିତ ଚଢ଼ାଉ କରି ସେଠାରୁ ବ୍ୟାପକ ପରିମାଣରେ ଶାଳପଟ୍ଟା…

ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ 20ତମ ଲୋକ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ତାଳଚେର:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ 20ତମ ଲୋକ ମହୋତ୍ସବ ନିମନ୍ତେ ଦ୍ୱତୀୟ ପ୍ରାକ୍-ପ୍ରସ୍ତୁତି ବୈଠକ ଗୁରୁବାର ଦିନ 3:30 ସମୟରେ ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ତାଳଚେର…

ଆଜି ହେଉଛି ବରା ଦିବସ

ଆଜି ବରା ଦିବସ ଉପଲକ୍ଷେ ଢେଙ୍କାନାଳ ପ୍ରସିଦ୍ଧ ବରା ଦୋକାନ ରେ ଗ୍ରାହକମାନଙ୍କ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ‌। କଳାବିରି ଚାଉଳ ରେ ପ୍ରସ୍ତୁତ ବରା, ସେହି ବରାବେସ ଲୋକପ୍ରିୟତା ପାଇଛି। ବରା ବ୍ୟବସାୟୀ ପ୍ରକାଶ ସାହୁ ବରା ଦିବସକୁ…

ଚୈତ୍ରମାସ ରେ ମା’ ରାମଚଣ୍ଡୀ ଙ୍କ ଚଇତି ଘଟ ପରିକ୍ରମା

ଢେଙ୍କାନାଳ: ଢେଙ୍କାନାଳ ରେ ବାକୀ ଘୋଳପୁରର ମା ରାମଚଣ୍ଡୀ ଙ୍କ ମେରୁ ଯାତ୍ରାପାଇଁ ମା’ଙ୍କ ଘଟ ଦୋଳପୂର୍ଣ୍ଣିମା ଠାରୁ ଉଠାଯାଇ ମେରୁ ଯାତ୍ରା ପଯ୍ୟନ୍ତ ଢେଙ୍କାନାଳ ସହରର ଗଳିକନ୍ଦି ରେ ବୁଲାଯାଏ। ଦିର୍ଘ ୩୦ ବର୍ଷ ମା’ଙ୍କ ଘଟକୁ ଧରି କାଳେସି…

ଗଁଦିଆ ବ୍ଳକ ର ଷଡ଼ଙ୍ଗୀ ଗ୍ରାମ ରେ ବାଦପାଲା ଅନୁଷ୍ଠିତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଷଡ଼ଙ୍ଗୀ ଗ୍ରାମ ରେ ପ୍ରତି ବର୍ଷ ଭଳି ବାଦପାଲା ମହୋତ୍ସବ ଷଡ଼ଙ୍ଗୀ ଗ୍ରାମ ବାସୀ ଙ୍କ ମିଳିତ ସହଯୋଗରେ ଏପ୍ରିଲ ମାସର ଚାରି ତାରିଖ ରାତ୍ର ରୁ ଆଠ ତାରିଖ ରାତ୍ର…

ଗଜମରା ଗ୍ରାମରେ ବାରୁଣୀ ଯାତ୍ରା

ଢେଙ୍କାନାଳ ୫/୪: ଢେଙ୍କାନାଳ ଗଜମରା ଗ୍ରାମରେ ବାରୁଣୀ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ବାରୁଣୀ ଯାତ୍ରା ରେ ଦଏଓପଡଆ,ତାଳବରକୋଟ ଓ ଗଜମରା ଗ୍ରାମର ଦୋଳବିମାନ ବିରାଟ ରୋଷଣୀ ଦ୍ବାରା ସାହି ପରିକ୍ରମା କରିଥିଲେ। ବାଜା ବାଣ ରୋଷଣୀ ଓ ଲଉଡ଼ି…

ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ପାପମୋଚନ ଏକାଦଶୀ ନିତି ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ପାପମୋଚନ ଏକାଦଶୀ ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବସ୍ତ୍ର ତୁଳସୀ ହାର ଫୁଲ ହାର ଲାଗି କରାଯାଇଥିଲା। ବଲ୍ଲଭ ଭୋଗ ଲାଗି…

ତାଳଚେର ମେଡ଼ିକାଲ କଲେଜକୁ ସରକାର ପରିଚାଳନା ଦାବୀରେ ବୈଠକ ଅନୁଷ୍ଠିତ

ଆଜି ତାଳଚେର ସରକାରୀ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ତିଆରି ହୋଇଥିଲା। କ୍ରିୟାନୁଷ୍ଠାନ କମିଟିର ଜନ୍ମ ଦିନରେ କମିଟିର ଏକ ବୈଠକ ଆଜି ମେଡ଼ିକାଲ କଲେଜ ସାମ୍ନାରେ ଅନୁଷ୍ଠିତ ହୋଇ ସରକାର ଶୀଘ୍ର ଏଠାରେ ଆବଶ୍ୟକ ପ୍ରଫେସର, ଡାକ୍ତର ଓ ଆନୁସଙ୍ଗିକ…