ଆଠମଲ୍ଲିକ ରେ ଆଉ ସୁଭିବନି କି ଶଙ୍ଖ ର ଧ୍ଵନି?
ଆଠମଲ୍ଲିକ: •ପୁରୁଖା ନେତା ଙ୍କ ବିଜେଡି ଛାଡ଼ି ବିଜେପି ରେ ଯୋଗଦାନ ପରେ, ଆଠମଲ୍ଲିକ ରେ ଆଉ ସୁଭିବନି କି ଶଙ୍ଖ ର ଧ୍ଵନି? •ଶଙ୍ଖ ର ଗଡ଼ ରେ ଫୁଟିବ କି ପଦ୍ମ ?•ବିଜେଡି ର ଗଡ଼ କୁହା ଯାଉଥିବା…
ଦିଘି ଗ୍ରାମରେ ମା କାଳୀ ଙ୍କ ଦଣ୍ଡ ଯାତ୍ରା
ତାଳଚେର : ଦିଘି ଗ୍ରାମରେ ମା କାଳୀ ଙ୍କ ଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ବଙ୍ଗୁ ଗ୍ରାମର ପ୍ରସିଦ୍ଧ ଦଣ୍ଡ ଅନୁଷ୍ଠାନ ଦ୍ୱାରା ଦିଘି ଗ୍ରାମ୍ୟ କମିଟି ପକ୍ଷରୁ ଆୟୋଜିତ କରା ଯାଇଛି। ଏହି ଦଣ୍ଡ ଯାତ୍ରା ରେ ବିଭିନ୍ନ…
ଗଜମରା ଗ୍ରାମରେ ବାରୁଣୀ ଯାତ୍ରା
ଢେଙ୍କାନାଳ ୫/୪: ଢେଙ୍କାନାଳ ଗଜମରା ଗ୍ରାମରେ ବାରୁଣୀ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ବାରୁଣୀ ଯାତ୍ରା ରେ ଦଏଓପଡଆ,ତାଳବରକୋଟ ଓ ଗଜମରା ଗ୍ରାମର ଦୋଳବିମାନ ବିରାଟ ରୋଷଣୀ ଦ୍ବାରା ସାହି ପରିକ୍ରମା କରିଥିଲେ। ବାଜା ବାଣ ରୋଷଣୀ ଓ ଲଉଡ଼ି…
ମଙ୍ଗରଭୋଇ ଦଣ୍ଡପାଟି ୪୮ବର୍ଷଧରି ଦଣ୍ଡ ପରମ୍ପରାକୁ ନିଷ୍ଠାର ସହ ପରିବେଷଣ
ଢେଙ୍କାନାଳ ତରଭା ହଳଦିଗୁଣ୍ଡି ଗ୍ରାମ ର ମା ମଙ୍ଗରଭୋଇ ଦଣ୍ଡପାଟି ୪୮ବର୍ଷଧରି ଦଣ୍ଡ ପରମ୍ପରାକୁ ନିଷ୍ଠାର ସହ ପରିବେଷଣ। କରିଆସୁଛନ୍ତି। ମଧ୍ୟାହ୍ନ ରେ ଧୂଳିଦଣ୍ଡ, ପୁଷ୍କରିଣୀ ରେ ପାଣି ଦଣ୍ଡ ଓ ରାତ୍ରରେ ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରନ୍ତି।ଆଜି ସ୍ଥାନୀୟ…
ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ପାପମୋଚନ ଏକାଦଶୀ ନିତି ପାଳିତ
ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ପାପମୋଚନ ଏକାଦଶୀ ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବସ୍ତ୍ର ତୁଳସୀ ହାର ଫୁଲ ହାର ଲାଗି କରାଯାଇଥିଲା। ବଲ୍ଲଭ ଭୋଗ ଲାଗି…
ତାଳଚେର ମେଡ଼ିକାଲ କଲେଜକୁ ସରକାର ପରିଚାଳନା ଦାବୀରେ ବୈଠକ ଅନୁଷ୍ଠିତ
ଆଜି ତାଳଚେର ସରକାରୀ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ତିଆରି ହୋଇଥିଲା। କ୍ରିୟାନୁଷ୍ଠାନ କମିଟିର ଜନ୍ମ ଦିନରେ କମିଟିର ଏକ ବୈଠକ ଆଜି ମେଡ଼ିକାଲ କଲେଜ ସାମ୍ନାରେ ଅନୁଷ୍ଠିତ ହୋଇ ସରକାର ଶୀଘ୍ର ଏଠାରେ ଆବଶ୍ୟକ ପ୍ରଫେସର, ଡାକ୍ତର ଓ ଆନୁସଙ୍ଗିକ…
“ସୁବିଧା” ଆପ୍ ର ବ୍ୟବହାର ନେଇ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଢେଙ୍କାନାଳ :03/04-ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଙ୍କ ଅଧ୍ୟକ୍ଷତା ରେ “ସୁବିଧା” ଆପ୍ ର ବ୍ୟବହାର ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଯାଇଛି l ଏହି ଶିବିରର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ରାଜନୈତିକ…
ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମୁଖିବିଡ଼ାଇ ରେ ବୈଠକ ଅନୁଷ୍ଠିତ
କୋରାପୁଟ (ଏ କେ ନିୟୁଜ ) ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମୁଖିବିଡ଼ାଇ, ପ୍ରାଙ୍ଗଣ ରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦେବଶ୍ରୀ ଉତ୍କଳିକାଙ୍କ ଅଧ୍ୟକତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ବିଦ୍ୟାଳୟର ସମସ୍ତ ଶିକ୍ଷକ…
ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ
ଅଦ୍ୟ ତା ୦୧/୦୪/୨୦୨୪ ରିଖ ସୋମବାର ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଦିବସ ପାଳନ କରାଯାଇଛି l ସକାଳ ୮ ଘଟିକାରେ ପଞ୍ଚସଖାଙ୍କ ମୂର୍ତ୍ତିରେ ପ୍ରଧାନ ଶିଖାୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିଖାୟିତ୍ରୀ ମିଶି…
ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନଙ୍କ ମାଲ୍ୟାର୍ପଣ
ପ୍ରତି ବର୍ଷ ଜିଲ୍ଲା ପ୍ରଶାସନ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ ଆଜି ଢେଙ୍କାନାଳରେ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ…