• Sun. Dec 22nd, 2024

ମୁଖ୍ୟ ଖବର

  • Home
  • ଆଠମଲ୍ଲିକ ବିଜେପି ର କର୍ମୀ ସମ୍ମିଳନୀ

ଆଠମଲ୍ଲିକ ବିଜେପି ର କର୍ମୀ ସମ୍ମିଳନୀ

ଆଜି ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଅନ୍ତୁଳିଆ ମେରୁ ପଡିଆ ଠାରେ ବିଜେପି ପକ୍ଷରୁ ହଜାର ହଜାର ଲୋକଙ୍କୁ ନେଇ ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି କର୍ମୀ ସମ୍ମିଳନୀ ରେ ସlତକୋଶିଆ ଅଞ୍ଚଳ ର 9 ଗୋଟି…

ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ରେଡ୍‌କ୍ରସ୍ ଛାତ୍ରୀଙ୍କ ଦ୍ବାରା ଚଳଛତ୍ର

ଢେଙ୍କାନାଳ, ୨୩/୪: ଢେଙ୍କାନାଳ ସହରସ୍ଥିତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ରେଡ୍‌କ୍ରସ୍ ଛାତ୍ରୀ ତଥା ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀଙ୍କ ସହଯୋଗ କ୍ରମେ ‘‘ଚଳଛତ୍ର’’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଦିବସରେ ବିଦ୍ୟାଳୟର ରେଡ୍‌କ୍ରସ୍…

ବିଜୁଳି ସର୍ଟସର୍କିଟ ରୁ ୬ ପରିବାରଙ୍କ ଘର ପୋଡି ପାଉଁଶ।

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ଼ ବୁଢ଼ାପଙ୍କ ପଞ୍ଚାୟତ ର ତେନ୍ତୁଳିହତା ଗ୍ରାମରେ ବିଜୁଳି ସର୍ଟସର୍କିଟ ଯୋଗୁଁ ୬ ପରିବାରଙ୍କ ଘର ପୋଡି ପାଉଁଶ । ଗ୍ରାମ ର କ୍ଷୟକ୍ଷତି ଘଟିଥିବା ପରିବାର ଗୁଡିକ ହେଲେ ଧୀରେନ୍ ନାଏକ, ଚରଣ ନାଏକ,…

ରାସ୍ତା ନାହିଁ ତ ଭୋଟ ନାହିଁ ର ଚେତାବନୀ ଦେଲେ ଅଞ୍ଚଳବାସୀ

ସ୍ୱାଧୀନତାର ସତସ୍ତରୀ ବର୍ଷ ପରେ ମଧ୍ୟ ଆଜିବି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଆନନ୍ତପୁର ପଞ୍ଚାୟତର ବଳଭଦ୍ରପୁର ସରକାରୀ ପୋଖରୀ ଠାରୁ ହରିପୁର ସରକାରୀ ବିଦ୍ୟାଳୟ ପଯ୍ୟନ୍ତ ପାଖାପାଖି ତିନି କିଲୋମିଟର ରାସ୍ତା ସମ୍ପୂର୍ଣ ଭାବେ ଶୋଚନୀୟ ଅବସ୍ଥାରେ ଅଛି |…

ଚୈତ୍ର ମାସ ତୃତୀୟ ମଙ୍ଗଳବାର ଥିବାରୁ ମା ମଙ୍ଗଳାଙ୍କର ବିଶେଷ ପୂଜା

ଢେଙ୍କାନାଳ ଭାଗିରଥୀ ସାଗର କୂଳ ସ୍ଥିତ ମା ମଙ୍ଗଳାଙ୍କ ପିଠରେ ମା’ଙ୍କ ଚୈତ୍ରମାସର ତୃତୀୟ ମଙ୍ଗଳବାର ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ଫୁଲହାରରେ ସୁସଜ୍ଜିତ କରାଯାଇଥିଲା ବିଭିନ୍ନ ଭୋଗ ଲାଗି କରାଯାଇଥିଲା।…

ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ 20ତମ ଲୋକ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ତାଳଚେର:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ 20ତମ ଲୋକ ମହୋତ୍ସବ ନିମନ୍ତେ ଦ୍ୱତୀୟ ପ୍ରାକ୍-ପ୍ରସ୍ତୁତି ବୈଠକ ଗୁରୁବାର ଦିନ 3:30 ସମୟରେ ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ତାଳଚେର…

ଆଠମଲ୍ଲିକ ରେ ଆଉ ସୁଭିବନି କି ଶଙ୍ଖ ର ଧ୍ଵନି?

ଆଠମଲ୍ଲିକ: •ପୁରୁଖା ନେତା ଙ୍କ ବିଜେଡି ଛାଡ଼ି ବିଜେପି ରେ ଯୋଗଦାନ ପରେ, ଆଠମଲ୍ଲିକ ରେ ଆଉ ସୁଭିବନି କି ଶଙ୍ଖ ର ଧ୍ଵନି? •ଶଙ୍ଖ ର ଗଡ଼ ରେ ଫୁଟିବ କି ପଦ୍ମ ?•ବିଜେଡି ର ଗଡ଼ କୁହା ଯାଉଥିବା…

ଦିଘି ଗ୍ରାମରେ ମା କାଳୀ ଙ୍କ ଦଣ୍ଡ ଯାତ୍ରା

ତାଳଚେର : ଦିଘି ଗ୍ରାମରେ ମା କାଳୀ ଙ୍କ ଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ବଙ୍ଗୁ ଗ୍ରାମର ପ୍ରସିଦ୍ଧ ଦଣ୍ଡ ଅନୁଷ୍ଠାନ ଦ୍ୱାରା ଦିଘି ଗ୍ରାମ୍ୟ କମିଟି ପକ୍ଷରୁ ଆୟୋଜିତ କରା ଯାଇଛି। ଏହି ଦଣ୍ଡ ଯାତ୍ରା ରେ ବିଭିନ୍ନ…

ଗଜମରା ଗ୍ରାମରେ ବାରୁଣୀ ଯାତ୍ରା

ଢେଙ୍କାନାଳ ୫/୪: ଢେଙ୍କାନାଳ ଗଜମରା ଗ୍ରାମରେ ବାରୁଣୀ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ବାରୁଣୀ ଯାତ୍ରା ରେ ଦଏଓପଡଆ,ତାଳବରକୋଟ ଓ ଗଜମରା ଗ୍ରାମର ଦୋଳବିମାନ ବିରାଟ ରୋଷଣୀ ଦ୍ବାରା ସାହି ପରିକ୍ରମା କରିଥିଲେ। ବାଜା ବାଣ ରୋଷଣୀ ଓ ଲଉଡ଼ି…

ମଙ୍ଗରଭୋଇ ଦଣ୍ଡପାଟି ୪୮ବର୍ଷଧରି ଦଣ୍ଡ ପରମ୍ପରାକୁ ନିଷ୍ଠାର ସହ ପରିବେଷଣ

ଢେଙ୍କାନାଳ ତରଭା ହଳଦିଗୁଣ୍ଡି ଗ୍ରାମ ର ମା ମଙ୍ଗରଭୋଇ ଦଣ୍ଡପାଟି ୪୮ବର୍ଷଧରି ଦଣ୍ଡ ପରମ୍ପରାକୁ ନିଷ୍ଠାର ସହ ପରିବେଷଣ। କରିଆସୁଛନ୍ତି। ମଧ୍ୟାହ୍ନ ରେ ଧୂଳିଦଣ୍ଡ, ପୁଷ୍କରିଣୀ ରେ ପାଣି ଦଣ୍ଡ ଓ ରାତ୍ରରେ ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରନ୍ତି।ଆଜି ସ୍ଥାନୀୟ…