• Tue. Dec 17th, 2024

Swatipriya

  • Home
  • ଲିଙ୍ଗରାଜ କ୍ଷେତ୍ର, ଏମ୍ ସି ଏଲ୍ ରେ ବିଶ୍ଵ ପରିବେଶ ଦିବସ ପାଳନ

ଲିଙ୍ଗରାଜ କ୍ଷେତ୍ର, ଏମ୍ ସି ଏଲ୍ ରେ ବିଶ୍ଵ ପରିବେଶ ଦିବସ ପାଳନ

ମହାପ୍ରବନ୍ଧକ, ଲିଙ୍ଗରାଜ କ୍ଷେତ୍ରଙ୍କ ଅଧ୍ୟକ୍ଷତାରେ ଏବଂ ପରିଯୋଜନା ଅଧିକାରୀ, ଲିଙ୍ଗରାଜ ପରିଯୋଜନା, ଲିଙ୍ଗରାଜ କ୍ଷେତ୍ରର ବିଭିନ୍ନ ବିଭାଗର ପ୍ରମୁଖ, ଅଧିକାରୀବୃନ୍ଦ, କର୍ମଚାରୀ ସଂଘର ପଦାଧିକାରୀଗଣ, କର୍ମଚାରୀଗଣ ଓ ଆଶା କିରଣ ମହିଳା ମଣ୍ଡଳର ସଦସ୍ୟା ମାନଙ୍କ ଉପସ୍ଥିତିରେ ଏମ୍ ସି ଏଲ୍…

ତାଳଚେର ଥର୍ମାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ଆଜି ତାଳଚେର ଥର୍ମାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ଏହି ସଭାରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶୁଭେନ୍ଦୁ ଶେଖର ବୋଷ ମହୋଦୟ । ଏଥିସହିତ ସଭାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ…

ବାଜିଚୌକ କ୍ୟାବିନ୍ ସଂଘ ପକ୍ଷରୁ ପଣା ଆୟୋଜନ

ଢେଙ୍କାନାଳ, ୧୪/୪: ଢେଙ୍କାନାଳ ସହର ବାଜିଚୌକି ମା’ ବ୍ରାହ୍ମଣୀଦେଇ କେବିନ୍ ସଂଘ ତରଫରୁ ମହା ବିଷୁବସଂକ୍ରାନ୍ତି ଉପଲକ୍ଷେ ପଣାର ଆୟୋଜନ କରିଥିଲେ । ଆଜକୁ ଏହା ୧୭ ବର୍ଷ ହେବ ପଣା ଆୟୋଜନ କରାଯାଉଅଛି । ଉକ୍ତ ପଣାକୁ ପଥକମାନେ ମନଭରି…

ତାଳଚେର ଇଲେକ୍ଟ୍ରିକାଲ, ମେକାନିକାଲ, ମାଇନିଙ୍ଗ, ଏକ୍ସକାଭେସନ୍ କଣ୍ଟ୍ରାକ୍ଟର ୱେଲ ଫାୟାର ଆସୋସିଏସନ୍ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ l

ତାଳଚେର ୦୩/୦୪ ତାଳଚେର କୋଇଲାଖଣିରେ ଇଲେକ୍ଟ୍ରିକାଲ, ମେକାନିକାଲ, ମାଇନିଙ୍ଗ, ଏକ୍ସକାଭେସନ୍ କଣ୍ଟ୍ରାକ୍ଟର ୱେଲ ଫାୟାର ଆସୋସିଏସନ୍ ପକ୍ଷରୁ ଦୁଇ ଦଫା ଦାବିନେଇ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଏହି ସମ୍ମିଳନୀରେ ସଂଘର ସଭାପତି ସଂଜୟ ସିଂ, ଉପସଭାପତି ଜିତେନ୍ଦ୍ର ଦାସ୍,…

ବଡ଼ି ଗ୍ୟାରେଜରୁ ଶାଳକାଠ ଜବତ କଲା ତାଳଚେର ବନବିଭାଗ

ତାଳଚେର : ଶିଳ୍ପନଗରୀ ତାଳଚେର ସହର ମଧ୍ୟରେ ବନବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ୫ଶହ ମିଟର ଦୂରରେ ହାଟତୋଟା ମୁଖ୍ୟ ରାସ୍ତା କଡ଼ରେ ରହିଥିବା ଟ୍ରେନ ବଡ଼ି ଗ୍ୟାରେଜରେ ବନବିଭାଗ ପକ୍ଷରୁ ଆତର୍କିତ ଚଢ଼ାଉ କରି ସେଠାରୁ ବ୍ୟାପକ ପରିମାଣରେ ଶାଳପଟ୍ଟା…

ଚୈତ୍ର ମାସ ତୃତୀୟ ମଙ୍ଗଳବାର ଥିବାରୁ ମା ମଙ୍ଗଳାଙ୍କର ବିଶେଷ ପୂଜା

ଢେଙ୍କାନାଳ ଭାଗିରଥୀ ସାଗର କୂଳ ସ୍ଥିତ ମା ମଙ୍ଗଳାଙ୍କ ପିଠରେ ମା’ଙ୍କ ଚୈତ୍ରମାସର ତୃତୀୟ ମଙ୍ଗଳବାର ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ଫୁଲହାରରେ ସୁସଜ୍ଜିତ କରାଯାଇଥିଲା ବିଭିନ୍ନ ଭୋଗ ଲାଗି କରାଯାଇଥିଲା।…

ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ 20ତମ ଲୋକ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ତାଳଚେର:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ 20ତମ ଲୋକ ମହୋତ୍ସବ ନିମନ୍ତେ ଦ୍ୱତୀୟ ପ୍ରାକ୍-ପ୍ରସ୍ତୁତି ବୈଠକ ଗୁରୁବାର ଦିନ 3:30 ସମୟରେ ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ତାଳଚେର…

ଆଜି ହେଉଛି ବରା ଦିବସ

ଆଜି ବରା ଦିବସ ଉପଲକ୍ଷେ ଢେଙ୍କାନାଳ ପ୍ରସିଦ୍ଧ ବରା ଦୋକାନ ରେ ଗ୍ରାହକମାନଙ୍କ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ‌। କଳାବିରି ଚାଉଳ ରେ ପ୍ରସ୍ତୁତ ବରା, ସେହି ବରାବେସ ଲୋକପ୍ରିୟତା ପାଇଛି। ବରା ବ୍ୟବସାୟୀ ପ୍ରକାଶ ସାହୁ ବରା ଦିବସକୁ…

ଚୈତ୍ରମାସ ରେ ମା’ ରାମଚଣ୍ଡୀ ଙ୍କ ଚଇତି ଘଟ ପରିକ୍ରମା

ଢେଙ୍କାନାଳ: ଢେଙ୍କାନାଳ ରେ ବାକୀ ଘୋଳପୁରର ମା ରାମଚଣ୍ଡୀ ଙ୍କ ମେରୁ ଯାତ୍ରାପାଇଁ ମା’ଙ୍କ ଘଟ ଦୋଳପୂର୍ଣ୍ଣିମା ଠାରୁ ଉଠାଯାଇ ମେରୁ ଯାତ୍ରା ପଯ୍ୟନ୍ତ ଢେଙ୍କାନାଳ ସହରର ଗଳିକନ୍ଦି ରେ ବୁଲାଯାଏ। ଦିର୍ଘ ୩୦ ବର୍ଷ ମା’ଙ୍କ ଘଟକୁ ଧରି କାଳେସି…

ଗଁଦିଆ ବ୍ଳକ ର ଷଡ଼ଙ୍ଗୀ ଗ୍ରାମ ରେ ବାଦପାଲା ଅନୁଷ୍ଠିତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଷଡ଼ଙ୍ଗୀ ଗ୍ରାମ ରେ ପ୍ରତି ବର୍ଷ ଭଳି ବାଦପାଲା ମହୋତ୍ସବ ଷଡ଼ଙ୍ଗୀ ଗ୍ରାମ ବାସୀ ଙ୍କ ମିଳିତ ସହଯୋଗରେ ଏପ୍ରିଲ ମାସର ଚାରି ତାରିଖ ରାତ୍ର ରୁ ଆଠ ତାରିଖ ରାତ୍ର…