ଢେଙ୍କାନାଳ ରେ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆସନ୍ତା ଦେବସ୍ନାନ ପୂର୍ଣ୍ଣିମାରେ ଅଖରେ ଚକ ସଂଯୋଗ ନିମନ୍ତେ ରଥଖଳାରେ ଚକ ନିର୍ମାଣ କାର୍ଯ୍ୟ ଜୋରଷୋର ଚାଲୁରହିଛି। ପୁଟି,ଅରଖ ଓ ନାହାକା କାମ ଚାଲିଛି ।ବଡ଼ ରଥ ଚକ ଆଠଗୋଟି କାର୍ଯ୍ୟ ଶେଷ ହୋଇଛି।