ଆଜି ବରା ଦିବସ ଉପଲକ୍ଷେ ଢେଙ୍କାନାଳ ପ୍ରସିଦ୍ଧ ବରା ଦୋକାନ ରେ ଗ୍ରାହକମାନଙ୍କ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । କଳାବିରି ଚାଉଳ ରେ ପ୍ରସ୍ତୁତ ବରା, ସେହି ବରାବେସ ଲୋକପ୍ରିୟତା ପାଇଛି। ବରା ବ୍ୟବସାୟୀ ପ୍ରକାଶ ସାହୁ ବରା ଦିବସକୁ ସ୍ବାଗତ ଜଣାଇବା ସହ ଏକ ନିଆରା ପରମ୍ପରା ଅକ୍ଷୁର୍ଣ୍ଣ ରହିବା ପ୍ରକାଶ କରିଛନ୍ତି l